ସରୁଖୁରୁରେ ବାହୁଡା ଯାତ୍ରା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣଡିହି ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କର ବାହୁଡା ରଥଯାତ୍ରା ସୁରୁଖୁରୁରେ ସମାପନ ହୋଇଯାଇଛି । ମହିଳା ଏବଂ ପୁରୁଷ ଉଭୟ ଭକ୍ତଗଣ ରଥ ଟାଣିଥିବା ଚିତ୍ର ବେଶ ଆକର୍ଷଣିୟ ଥିଲା । ଗ୍ରାମଞ୍ଚଳରେ ଶିଶୁ ମାନଙ୍କୁ ରଥ ଛୁଆ ଯାଇଥିଲା ରଥଯାତ୍ରା କମିଟି ପକ୍ଷରୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.