ବାଇକ୍‌ ଚୋର ଗିରଫ୍‌ : ୯ ଚୋରି ମୋଟର ସାଇକେଲ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପକ୍ଷରୁ ଆଜି ଜଣେ ବାଇକ୍‌ ଚୋରକୁ ଗିରଫ୍‌ କରାଯାଇଥିବା ବେଳେ ତା’ଠାରୁ ୯ଟି ଚୋରି ମୋଟର ସାଇକେଲ ଜବତ ହୋଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ କୁରୁଲ ଗ୍ରାମର ଅନୀଲ ସେଠ୍‌କୁ ପୋଲିସ ଗିରଫ୍‌ କରିଥିବା ବେଳେ କେସ୍‌ ନଂ.୩୫୧/୨୧, ଧାରା ୩୭୯ ଆଇପିସି ବଳରେ ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.