oom

ମେଡ଼ିକାଲରେ ଅକ୍ସିଜେନ କନସନଟ୍ରେଟର ପ୍ରଦାନ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବନବାସୀ କଲ୍ୟାଣ ଆଶ୍ରମ କଳାହାଣ୍ଡି ତରଫରୁ ଏକ ଅକ୍ସିଜେନ କନସନଟ୍ରେଟର ପ୍ରଦାନ କରାଯାଇଛି । ମ.ରାମପୁର ବନବାସୀ କଲ୍ୟାଣ ଆଶ୍ରମ ନଗର ସଭାପତି ପଦ୍ମଲୋଚନ ମିଶ୍ର, ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ରମା ଜାନୀ, ମନୋରଞ୍ଜନ ସାହୁଙ୍କ ସମେତ ସମାଜସେବୀ ଶ୍ରୀକାନ୍ତ ହୋତା, ରମେଶ ମାଝୀ, ପ୍ରଶାନ୍ତ ତ୍ରିପାଠୀ, ମୋହନ ମନହୀରା ପ୍ରମୁଖଙ୍କ ଉପସ୍ଥିତିରେ ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଡ଼ାକ୍ତର ସବ୍ୟସାଚୀ ପାଢୀ ଉକ୍ତ ଅକ୍ସିଜେନ କନସନଟ୍ରେଟର ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.