csstore

ରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନର ବରଗଡ ଜିଲ୍ଲା ଅଧ୍ୟକ୍ଷ ହେଲେ ପରିବେଶ କର୍ମୀ ରାଜକୁମାର ସେଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶରେ ସଦା ସର୍ବଦା ଲୋକଙ୍କ ସେବାରେ ଯୋଡ଼ି ହୋଇ, ଅନେକ ସମସ୍ୟାକୁ ସଠିକ ରୂପେ ସମାଧାନ କରି ଚାଲିଥିବା ଲୋକନାଥ ଶଙ୍କର ସିଂହ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରଥା ମାଥୁର ଓଡ଼ିଶା ପ୍ରଦେଶର ସୂଚନା ଅଧିକାର, ମାନବାଧିକାର ଏବଂ ପରିବେଶ କର୍ମୀ ରାଜକୁମାର ସେଠଙ୍‌କୁ ବରଗଡ ଜିଲ୍ଲା ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରିଛନ୍ତି । ଶ୍ରୀ ସେଠ ବର୍ତ୍ତମାନ ବରଗଡ ଜିଲ୍ଲାରେ ଅବସ୍ଥାପିତ ଥିବାବେଳେ ତାଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ । ଅସହାୟ ଲୋକଙ୍କ ମୈାଳିକ ସୁବିଧା ହାସଲ ପାଇଁ ଜନ ଆନ୍ଦୋଳନ ଜରିଆରେ ସମସ୍ୟା ସମାଧାନ କରିବାରେ ସକ୍ଷମ ମଣିଷ ସିଏ ।

jayashree
Leave A Reply

Your email address will not be published.