ଗଛରେ ଝୁଲୁଛି ପ୍ରେମିକ ପ୍ରେମିକାଙ୍କ ମୃତଦେହ

ଧର୍ମଗଡ଼ : ଗଛରେ ଝୁଲୁଛି ପ୍ରେମିକ ପ୍ରେମିକାଙ୍କ ମୃତଦେହ । ସ୍ଥାନୀୟ ଆମପାଣି ଥାନା ତେନ୍ତୁଲିପଡ଼ା ନିକଟ ଏକ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଗୋଟିଏ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ବେଳେ ଅଂଚଳରେ ନାନା ପ୍ରକାର ଆଲୋଚନା ଜୋର୍‌ ଧରିଛି । ଉଭୟଙ୍କ ଘର ଗୌନ୍ତିଆପଡ଼ାର ବୋଲି ଜଣାପଡ଼ିଛି । ତେବେ ଏହା ହତ୍ୟା ଘଟଣା ନା ଆତ୍ମହତ୍ୟା ଘଟଣା, ସେ ନେଇ କିଛି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.