csstore

ଗାଁକୁ ଗାଁ ବୁଲି କରୋନା ସଚେତନ କଲେ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୁଲ୍ୟରେ ଖଣ୍ଡହତା, ପିତାମହୁଳ, ମୁରଶୁଣ୍ଢି ଏବଂ ଲୁତୁରପଙ୍ଗ ପଞ୍ଚାୟତର ବିଭିନ୍ନ ଗାଁକୁ ଗାଁ ବୁଲି କରୋନା ସଚେତନ କରାଯାଇଥିବା ବେଳେ ସିୟା ସଭାପତି ଦିଲ୍ଲିପ ପଧାନ, ସଭ୍ୟ ପ୍ରମୋଦ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ପଧାନ, ବାସୁଦେବ ବେହେରା, ଭୀଷ୍ମ ଦନ୍ତା ଏବଂ ବାଲମୁକୁନ୍ଦ ଗେଜ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି ।

jayashree
Leave A Reply

Your email address will not be published.