କର୍ଲାମୁଣ୍ଡା ରେଲୱେ ଲାଇନ ନିକଟରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର : ଆତ୍ମାହତ୍ୟା କରିଥିବା ସଂଦେହ, ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କର୍ଲାମୁଣ୍ଡା ରେଲୱେ ଲାଇନ ନିକଟରୁ ଯୁବଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି ପୁଲିସ । ସୂଚନା ମତେ ବାଦୀପଡା ଗ୍ରାମର ଅଜିତ ରଣା(୧୮)ଙ୍କ ଗତକାଲି କିଛି କଥାକୁ ନେଇ ସେ ଘରରୁ ପଳେଇ ଆସିଥିଲା । ଫଳରେ ରେଲୱେ ଲାଇନ ନିକଟରେ ଆତ୍ମହତ୍ୟା କରିଥିବା ବେଳେ ତାର ମୁଣ୍ଡ ଓ ଶରୀର ଅଲଗା ଅଲଗା ହୋଇ ଯାଇଥିବା ଦେଖି ବାକୁ ମିଳିଛି । ଯୁବକଙ୍କ ଏକ ବାଇକ, ମୋବାଇଲ ଫୋନ ପୁଲିସ ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.