ହରିୟାଣରେ ବଢିଲା ଏକ ସପ୍ତାହ ପାଇଁ ଲକ୍‌ଡାଉନ୍‌ : ଟୁଇଟ୍ ମାଧ୍ୟମରେ ସୂଚନା ଦେଲେ ଗୃହମନ୍ତ୍ରୀ

ହରିୟାଣା : ହରିୟାଣାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବଢାଯାଇଛି । ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଜାରି ରହିବ । ପୂର୍ବରୁ ଲକଡାଉନ୍ ଅବଧି କେବଳ ୧୬ ମେ ପାଇଁ ଥିଲା । ଏ ନେଇ ହରିୟାଣା ଗୃହମନ୍ତ୍ରୀ ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି, “ହରିୟାଣାରେ ଲକ୍‌ଡାଉନ୍‌କୁ ୧୭ ମେ ରୁ ୨୪ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସତର୍କତାକୁ କାର୍ଯ୍ୟକାରୀ କରିବା ପାଇଁ କଡା ପଦକ୍ଷେପ ନିଆଯିବ।”

Leave A Reply

Your email address will not be published.