oom

ଜାତୀୟ ରାଜପଥରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକଡାଉନ୍ ଜାରି ହୋଇଛି । ସବୁଆଡେ ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଛି । ଏହି ସମୟରେ ଜରୁରୀ କାମରେ ଯାଉଥିବା ଲୋକଙ୍କ ସହ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇ ଓ ଚାରି ଚାକିଆ ଗାଡି ଚାଳକଙ୍କୁ ଦେଓଗାଁ ଏଟିଏମ୍ ଛକ ନିକଟରେ ଏକ ଅନ୍ନଛତ୍ର ଖୋଲି ବଲାଙ୍ଗିର ସାଂସଦଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅମିତ ସିଂ ନିନାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଦେଓଗାଁ ବ୍ଲକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ।

jittmm
Leave A Reply

Your email address will not be published.