ଜରାସିଂହା ପଞ୍ଚାୟତରେ ଲାଗିଛି ଫଳକ : ସୂଚନା ନାହିଁ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ କାର୍ୟ୍ୟାଳୟ ନିକଟରେ ଲଗାଯାଇଥାଏ ସାଇନ୍ ବୋର୍ଡ । ଯାହାକୁ ଦେଖି ହିତାଧିକାରୀ ଓ ଅନ୍ୟମାନେ ଜାଣିପାରିବେ ଯେ, ତାଙ୍କ ପଞ୍ଚାୟତରେ ଅଗ୍ରାଧିକାର ପରିବାର, ଅନେ୍‌ନ୍ତାଦୟ ପରିବାର, ଅନ୍ନପୂର୍ଣ୍ଣା ହିତାଧିକାରୀମାନେ କେତେ ପରିବାର ଅଛନ୍ତି, ତାଙ୍କ ସଦସ୍ୟ ସଂଖ୍ୟା କେତେ ? ଏହା ସହ ସେମାନେ ମାସକୁ କାର୍ଡ ଓ ମୁଣ୍ଡ ପିଛା କେତେ ପରିମାଣରେ ରାଶନ ସାମଗ୍ରୀ ପାଉଛନ୍ତି ତାହା ପୂରଣ କରାଯିବା ଉଚିତ୍ । ହେଲେ ଦେଓଗାଁ ବ୍ଲକ୍ ଜରସିଂହା ପଞ୍ଚାୟତରେ ସାଇନ୍ ବୋର୍ଡକୁ ପୂରଣ କରାଯାଇନଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.