p purohi

ଭାରତ ବନ୍ଦ ଡାକରା ବଲାଙ୍ଗିର ସହରରେ ପ୍ରଭାବ ଶୂନ୍ୟ

dr. purohit

ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ତିନୋଟି ବିବାଦୀୟ କୃଷି ବିଲକୁ ନେଇ କୃଷକ ମାନଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବଲାଙ୍ଗିର ସହରରେ ପ୍ରଭାବ ଶୂନ୍ୟ ଜଣାପଡିଛି। କାଁ ଭାଁ ଛାଡିଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲା ରହିଛି। ଜୀବନ ଯାତ୍ରା ସ୍ବାଭାବିକ ରହିଛି। ସୂଚନାଯୋଗ୍ୟ ଯେ, ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ତଥା ବିଶ୍ବବିଦ୍ୟାଳୟ ବନ୍ଦ ଘୋଷଣା କରିଥିଲେ।

nrusinghnath
Leave A Reply

Your email address will not be published.