ଶାନ୍ତିପଡାର ଯୁବକ‌ଙ୍କ ପ୍ରଶଂସନୀୟ ପଦକ୍ଷେପ : କାଦୁଅରେ ଫଶିଥିବା ଗାଇକୁ ଉ‌ଦ୍ଧାର କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କ‌ନ୍ଧପାଲି ପୋଖରୀ ପାଖରେ ଏକ ଗାଇ କାଦୁଅରେ ପଡ଼ି ଛଟପଟ ହେଉଥିବା ବେଳେ ଶାନ୍ତିପଡାର ଯୁବକମାନେ ତାକୁ ଉ‌ଦ୍ଧାର କରିଥିବା ଜଣାପଡ଼ିଛି । ଏହି ପ୍ରଶଂସନୀୟ ପଦକ୍ଷେପକୁ ସ୍ଥାନୀୟ ଲୋକେ ପସ‌ନ୍ଦ କରିଥିବା କୁହାଯାଇଛି । ଏଥିରେ ସୁନୀଲ ମିଶ୍ର, ରାଜେଶ ସାହୁ, ସୁରେଶ କ‌ମ୍ପ, ଦେବରାଜ ନାଗ ଆଦି ସାମିଲ୍‌ ଥିଲେ ।

Leave A Reply

Your email address will not be published.