କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ଫେରିଲା ଗୁଜୁରାଟକୁ ରାତ୍ରିକାଳୀନ କର୍ଫ୍ୟୁ

ଗୁଜୁରାଟ : ପୁଣି ବଢିବାରେ ଲାଗିଛି ଗୁଜୁରାଟରେ କରୋନା‌ ସଂକ୍ରମଣ । ତେବେ ସେଥିପାଇଁ ସେଠାକାର ୪ଟି ସହରରେ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଫେରିଛି । ଗୁଜୁରାଟର ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟରେ କଟକଣା ଲାଗୁ ହୋଇଛି । ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି । ଆଉ ଏହିଭଳି ସ୍ଥିତି ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.