ମୁକେଶ ଅମ୍ବାନୀଙ୍କ ଘର ନିକଟରେ ମିଳିଲା କାର ମାଲିକଙ୍କ ମୃତଦେହ

ମୁମ୍ବାଇ : ମୁମ୍ବାଇର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିଗତ ଦିନରେ ମିଳିଥିବା ଜିଲେଟିନ୍‌ ଭ‌ର୍ତ୍ତି କାର ମାଲିକଙ୍କ ମୃତଦେହ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ମିଳିଥିବା ସୂଚନାରେ କୁହାଯାଇଛି । ମୁମ୍ବାଇର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ସ୍କର୍ପିଓର ମାଲିକ ମାନସୁଖ ହିରେନଙ୍କ ମୃତଦେହ ମିଳିଛି ସୂଚନାରେ କୁହାଯାଇଛି ଯେ, ମାନସୁଖ ହିରେନ ଠାଣେରେ ଏକ କାର ସାଜସଜ୍ଜା ବ୍ୟବସାୟ କରନ୍ତି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ସମଗ୍ର ଘଟଣାର ତଦନ୍ତକୁ ଏନଆଇଏକୁ ହସ୍ତାନ୍ତର କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.