jayashree

ଧର୍ମ ପରାୟାଣା ମହିଳାଙ୍କ ପରଲୋକ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଝରେଇବାହାଲି ଗ୍ରାମର ଶ୍ରୀମତୀ କୁନ୍ତଳା ପ୍ରଧାନଙ୍କ ଗତକାଲି ୩. ୩୦ ମିନିଟ୍ ସମୟରେ ସ୍ୱର୍ଗାରୋହଣ କଲେ । ତାଙ୍କ ଜୀବନ କାଳରେ ଅନେକ ଧାର୍ମିକ କାର୍ଯ୍ୟରେ ଲିପ୍ତ ଥିଲେ । ଅନ୍ତିମ ସମୟରେ ତାଙ୍କର ତିନି ପୁଅ ଓ ବୋହୁ ଓ ପାଞ୍ଚଟି ଝିଅ ଜ୍ୱାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ । ସ୍ଵର୍ଗବାସ ବେଳେ ତାଙ୍କୁ ଏକାଅଶି ବର୍ଷ ବୟସ ହୋଇଥିଲା । ତାଙ୍କର ବଡପୁଅ ପ୍ରମୋଦ କୁମାର ପ୍ରଧାନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.