jayashree

ଘରୋଇ କଲେଜ ମାଲିକଙ୍କ କଳା କାରନାମା : ବଲାଙ୍ଗିରରେ କିଏ ସେ ଘରୋଇ କଲେଜ ମାଲିକ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଘରୋଇ କଲେଜ ମାଲିକଙ୍କ କଳା କାରନାମା ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଏକ ଭିଡ଼ିଓ ଘୁରି ବୁଲୁଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବଲାଙ୍ଗିର ସହରର ଏକ ଘରୋଇ କଲେଜର ମାଲିକ ନିଜ ଛାତ୍ରଙ୍କ ସହ ଅଶ୍ଲୀଳ ଭାଷାରେ କଥା ହେବା ସହ ଖୋଲା ଦେହରେ ଭିଡ଼ିଓ ଚାର୍ଟିଂ କରୁଥିବା ଭାଇରାଲ୍‌ ଭିଡ଼ିଓରେ ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ଲଜ୍ଜ୍ୟାଜନକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କିଏ ସେ କଲେଜ ମାଲିକ…. କେଉଁ ଉଦ୍ଦେଶ୍ୟରେ ତାଙ୍କର ଏଭଳି ପଦକ୍ଷେପ… ଏହି ଭିଡ଼ିଓ କ୍ଲିପ୍‌ରେ ତାଙ୍କର କେଉଁ ଆଚରଣ ପ୍ରଦର୍ଶିତ ହେଉଛି… ଏଭଳି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲରେ ।

Leave A Reply

Your email address will not be published.