jayashree

ବଲାଙ୍ଗିରରେ ଶୁଭାରମ୍ଭ ହୋଇଛି “ପିଓର୍ ଲୁମ୍ସ୍ ବାଏ ସୋନି ହୋମ୍ ଷ୍ଟୁଡିଓ” ସମ୍ବଲପୁରୀ ଶାଢ଼ୀ ସୋରୁମ୍

ବଲାଙ୍ଗିର : ବଲାଙ୍ଗିର ସହରରେ ସମ୍ବଲପୁରୀ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ପେଲେସ୍ ଲାଇନ୍‌, ବ୍ଲୁଜୁମ୍ ସ୍କୁଲ ନିକଟରେ ଶୁଭାରମ୍ଭ ହୋଇଛି । “ପିଓର୍ ଲୁମ୍ସ୍ ବାଏ ସୋନି ହୋମ୍ ଷ୍ଟୁଡିଓ” ସମ୍ବଲପୁରୀ ଶାଢ଼ୀ ସୋରୁମ୍ । ଏଠାରେ ବଜାର ଦରଠାରୁ କମ୍ ମୂଲ୍ୟରେ ବିଭିନ୍ନ ଡିଜାଇନ୍ ଓ ଆକର୍ଷଣୀୟ ଭେରାଇଟିର ସମ୍ବଲପୁରୀ ଶାଢ଼ୀ ଉପଲବ୍ଧ ରହିଛି । ଗୁଣାତ୍ମକ ଉତ୍ପାଦ ସହ ସୁଲଭ ମୂଲ୍ୟ ଥିବାରୁ ଉଦ୍ଘାଟନର ପ୍ରଥମ ଦିନରୁ ହିଁ ଶୋରୁମ୍‌ରେ ଗ୍ରାହକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଛି । ସମ୍ବଲପୁରୀ ହସ୍ତତନ୍ତ ଶାଢ଼ୀ କିଣିବାକୁ ଇଚ୍ଛୁକ ଗ୍ରାହକଙ୍କ ପାଇଁ ଏହି ନୂଆ ଶୋରୁମ୍ ଏକ ଉତ୍ତମ ଗନ୍ତବ୍ୟ ପାଲଟିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.