jsm

ଜୁନାଗଡରେ ସିଭିଲ କୋର୍ଟ ଉଦଘାଟିତ

csstore

ଧର୍ମଗଡ, (ଭରତ ବିଶି) : ଗତକାଲି ଅର୍ଥାତ ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଜୁନାଗଡ ଠାରେ ସିଭିଲ କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ କରକମଳରେ ସିଭିଲ ଜଜ (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ( ସିଭିଲ ଜଜ ଜୁନିଅର ଡିଭିଜନ ତଥା ଜେଏମଏଫସି ) ସିଭିଲ କୋର୍ଟର ଉଦଘାଟନ କରିଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଜଜ ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟୀ ସଂପାଦକ ପ୍ରଦୀପ ମୋହନ ସାମଲ ଏବଂ ହାଇକୋର୍ଟ ଓକିଲ ମାନ, ଜୁନାଗଡ ବାର ଏସିସିଏସନର ସଭାପତି ଅଶୋକ ପାତ୍ର, ସଂପାଦକ ହିମାଂଶୂ ବରାଡ ତଥା ସମସ୍ତ ଓକିଲ ଏବଂ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.