କେଡିସିସି କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଲଣ୍ଡାପଥର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡା ଖେଳ ପଡ଼ିଆରେ ଆୟୋଜିତ କେଡିସିସି କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଲଣ୍ଡାପଥର ଓ ସିନ୍ଦୂରବାହାଲ ଦଳ ମଧ୍ୟର ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଲଣ୍ଡାପଥର ଦଳ ବିଜୟୀ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଜେଡି ବରିଷ୍ଠ ନେତା ସୁଶିଲ ଚାନ୍ଦ, ଗୋପାଳ ଚନ୍ଦ୍ର ମିଶ୍ର, ଅଚ୍ୟୁତ ମିଶ୍ର ଉପସ୍ଥିତ ଥିଲେ । ଖେଳ ପରିଚାଳନରେ ମାରୁତି, ସୁଶାନ୍ତ, ଚିମନ୍, ରଜତ, ବାପୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.