csstore

ଶିଶୁ ପ୍ରତିଭା ଶିଭାଂଶ ମେହେର ୨୦୨୫ ବର୍ଷର‌ ସୁପର୍‌ ଟେଲେଣ୍ଟେଡ୍ କିଟ୍ ଭାବରେ ମନୋନୀତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲିର ଶିଶୁ ପ୍ରତିଭା ଶିଭାଂଶ ମେହେର ବୟସ ୧ ବର୍ଷ ୧ ମାସ ହେଉଥିବା ବେଳେ ଚଳିତ ବର୍ଷ ଆନ୍ତର୍ଜାତିକ ବୁକ୍ ଅଫ୍ ରେକର୍ଡସ୍ ମାଧ୍ୟମରେ ଟେଲେଣ୍ଟେଟ୍ କିଟ୍ ଭାବରେ ମନୋନୀତ ହେଇଛନ୍ତି । ପିତା ଲମ୍ବୋଦର ମେହେର ଓ ମାତା ଲିପ୍ସା ମେହେରଙ୍କ କଠିନ ପରିଶ୍ରମ ଓ ଶିଶୁର ବୈଦିକ ଦକ୍ଷତା ଫଳରେ ସେ ବିଭିନ୍ନ ପଶୁ, ପକ୍ଷୀ, ପନିପରିବା, ଜାତୀୟ ସଂକେତ ଆଦି ଫ୍ଲାଗ୍‌କାର୍ଡ ଚିହ୍ନଟ କରି ୨୦୨୫ ବର୍ଷର ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସ୍ ମାଧ୍ୟମରେ ସୁପର୍‌ ଟେଲେଣ୍ଟେଡ୍ କିଟ୍‌ର ସ୍ଥାନ ବଜାଇ ରଖିବା ଯୋଗୁଁ ଅଞ୍ଚଳରେ ଶିଶୁ ପ୍ରତିଭାକୁ ସମସ୍ତେ‌ ପ୍ରଶଂସା କରୁଥିବା ବେଳେ ଏହା ଗାଁ ପାଇଁ ଏକ ଗୌରବ ସୃଷ୍ଟି କରିଛି ।

jayashree
Leave A Reply

Your email address will not be published.