csstore

ଫେରାର ଅଭିଯୁକ୍ତ କାର୍ତ୍ତିକ ବେହେରା ଓରଫ ଆନ୍ନା ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ୪ଜଣ ଫାଇନାନ୍ସ କର୍ମଚାରୀଙ୍କୁ ଅପହରପଣ କରି ଏକ କୋଟିରୁ ଅଧିକ ଟଙ୍କା ମାଗିବା ମାମଲାରେ ସମ୍ପୃକ ରହି ଫେରାର ରହିଥିବା ଅଭିଯୁକ୍ତ କାର୍ତ୍ତିକ ବେହେରା ଓରଫ ଆନ୍ନାକୁ ଗୁରୁବାର ଗିରଫ କରିଛି କେ. ନୂଆ ଗାଁ ଥାନା ପୋଲିସ । ଗୁରୁବାର ସନ୍ଧ୍ୟା ସମୟରେ ପୁଲିସ ଅଭିଯୁକ୍ତ ଆନ୍ନାକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.