csstore

ବିଶ୍ଵକର୍ମା ପୂଜା ପାଳିତ

ପୁଇଁତଲା, (ରାଜେଶ ଦଣ୍ଡସେନା) : ଟିପିଡବ୍ଲୁଓଡିଏଲ୍‌ର ଆର୍‌ଇସି ସେକ୍ସସନ ପୁଇଁତଲା ଗ୍ରୀଡ଼ରେ ମହା ସମାରୋହରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଏଥିରେ ଆର୍‌ଇସି ସେକ୍ସନର ସେକ୍ସସନ ଅଫିସର ରିଆଜୁଲା ହକ, କମରସିଆଲ ଜେଇ ମନୋଜ କୁମାର ପାତ୍ର, ତଥା ବରିଷ୍ଠ ଲାଇନମେନ ପବିତ୍ର ଖୁଣ୍ଟିଆ, ଶିବପ୍ରସାଦ ମିସ୍ତ୍ରୀ, ସୁନୀଲ ବାରିକ, ରମେଶ କୁମାର ସାହୁ, ପ୍ରଶାନ୍ତ ସାଏ, ପିତାମ୍ବର ଚନ୍ଦନ, ପ୍ରିୟନାଥ ଦଣ୍ଡସେନା, ଋତୁରାଜ ପଧାନ, ସୁରୁ ସାହୁ, ଗୋପିକାନ୍ତ ବେହେରା, ଆଶିଷ ବାଗ, ମନୋଜ ନନ୍ଦ ତଥା ଅନ୍ୟ ଷ୍ଟାପ ଉପସ୍ଥିତ ଥିବାବେଳେ ହରିହର ପଧାନ ପୂଜା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ।

jayashree
Leave A Reply

Your email address will not be published.