ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦେଶ ବିଦେଶ By Koshala Prabaha On Friday 12th September 2025, 8:04 pm Share ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପ ଠାରେ ଆୟୋଜିତ ଏକ ଶପଥ ଗ୍ରହଣ ସମାରୋହରେ ସି.ପି.ରାଧାକୃଷ୍ଣନଙ୍କୁ ଦେଶର ଉପରାଷ୍ଟ୍ରପତି ରୂପେ ଶପଥ ପାଠ କରାଇଛନ୍ତି । pib news