pr

ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ତରଫରୁ ବାହୁଡାଯାତ୍ରାରେ ପ୍ରସାଦ ବଣ୍ଟନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଶାନ୍ତିପଡାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ତରଫରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରାଞ୍ଚଳ ଡୁମାଲ ସମାଜ ସଭାପତି ସଂଜୟ କୁମାର ମହାକୁଡ, ସଂପାଦକ ରତିକାନ୍ତ କର୍ମଙ୍କ ସହିତ ସମାଜର କର୍ମକର୍ତ୍ତା ଅମରେଶ ଗଡୁଆ, ପଲଉ ଚାଉଳିଆ, ସୁରେଶ କମ୍ପ, ପାର୍ଥ କରନ, ଦୀନବନ୍ଧୁ ଡାଙ୍ଗ, ଭୋନାଥ ଗୁରାଣ୍ଡି, ରାଧେଶ୍ୟାମ ଗଡୁଆ, ଏକାଦଶିଆ କମ୍ପ, ମୁରଲି ମହାକୁର, ଶୁଶୀଲ ମହାକୁର ପ୍ରମୁଖ ସହଯୋଗ କରିଥିଲେ । ସମାଜର ବରିଷ୍ଠ ସଦସ୍ୟ ରାଧାକାନ୍ତ ବାଗ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

nrusinghnath
Leave A Reply

Your email address will not be published.