centurian jitm

ଅଚାନକ ଗୁଣୁପୁର ଜି ଆଇ ଇ ଟି କଲେଜରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଆଇଇଟି କଲେଜରେ ଲାଗିଲା ନିଆଁ । ରାୟଗଡ଼ା ଜିଲ୍ଲା ଗୁଣୁପୁର ଜିଆଇଇଟି ବିଶ୍ଵବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗରେ ଲାଗିଲା ନିଆଁ । ନିଆଁ କିଭଳି ଲାଗିଲା ତାହା ଜଣାପଡ଼ିନଥିବା ବେଳେ କାହାର କିଛି ହୋଇ ନ ଥିବା ସୂଚନା ମିଳିଛି । କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗ ରୁମ୍‌ରେ ନିଆଁ ଲାଗି ଟେବୁଲ୍ ଚେୟାର୍ ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ଗୁଣୁପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.