ବସ୍ ସହ କାର୍ର ମୁହାଁମୁହିଁ ଧକ୍କା, କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ଓଡିଶା By Koshala Prabaha On Wednesday 19th March 2025, 9:47 am Share ଖୋର୍ଦ୍ଧା : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ସହ ମୁହାଁମୁହାଁ ଧକ୍କା ହେଲା କାର । ଏହି ଭୟଙ୍କର ଦୁର୍ଘଟଣାରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ବାକି ବସରେ ଥିବା ୨ ଯାତ୍ରୀ ଆହତ ହୋଇଛନ୍ତି । khordha news