csstore

ବଲାଙ୍ଗିର ଜିଲ୍ଲା ଏଡିଇଓ ସଂଘ ଗଠିତ

ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ହରିଶଙ୍କର ଠାରେ ଆଜି ବଲାଙ୍ଗିର ଜିଲ୍ଲା ଏଡିଇଓ ସଂଘ ଗଠିତ କାର୍ଯ୍ୟକ୍ରମରେ କର୍ମକର୍ତ୍ତା ଚୟନ କରାଯାଇଛି ଏଥିରେ ସଭାପତି ଭାବେ ରଜନୀକାନ୍ତ ପଟ୍ଟନାୟକ, ଉପସଭାପତି ସୁଭାସୀସ ମିଶ୍ର ସମ୍ପାଦକ ପ୍ରତାପ ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ଦେବଶିଷ ମହାକୁଡ଼, କୋଷାଧ୍ୟକ୍ଷ ସୁକଦେବ ସେଠ, ଶଶୀଭୂଷଣ ହୋତା, ସଦସ୍ୟ ପୃଥିରାଜ ବାଗ, ଡମ୍ବରୁଧର ତାଣ୍ଡି, ଦିନେଶ ଜାଲ, ଜ୍ୟୋତି ସୁନା, ଟଙ୍କଧର ବେହେରା, ଝସ୍‌କେତନ ସାହୁ, ସନ୍ତୋଷୀ ଜାଲ, ରାସବିହାରି ଘିଭେଲା, ଲୋଚନ ବେହେରା, ଡୋଲାମଣି ସାହୁ, ରାଜକପୁର ବାଗ, ସଚିନ ବିଭାର, ବିଭୁଦତ୍ତ ପୁରୋହିତ, ଶୁଭାଶିଷ ମିଶ୍ର, ଦିନେଶ ଜାଲ, ଆଶିଷ ପ୍ରଧାନ, ଭୋଜରାଜ ବିଶ୍ୱାଳ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକର ଏଡିଇଓମାନେ ଉପସ୍ଥିତ ଥିଲେ । ଏଡିଇଓଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘକୁ କିପରି ଭାବେ ମଜବୁତ କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ବହୁ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.