csstore

ବିକାଶ ପରିଷଦ ପକ୍ଷରୁ ତୁରେକେଲା ଘେରାଉ

ତୁରେକେଲା, (ପିତାମ୍ବର ଦୀପ) : ବୁଢ଼ାବୁଢ଼ୀ ଭତ୍ତା ୩୦୦୦ ଟଙ୍କା କରିବା ଦାବିରେ କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସମୟରେ ଅଶୋକ କୁଅଁର, ଲକ୍ଷ୍ମଣ ପୁଟେଲ, ଅଜିତ୍ ବେନିଆ, ବନବାସ ସୁନା, ପବିତ୍ର ହଂସ, ବିନୟ ବିଭାର, ବିଷ୍ଣୁ ବେହେର, ଜନତା କୁଅଁର, ଲବ ପୁଟେଲ, ଘାସି ସାହୁ, ଭାଗିରଥି ପୁଟେଲ, ବୟମନ୍ ସଗ୍ରିଆ, ମଦନ କୁମ୍ଭାର, ଭଗବାନ ବାଗ, ସକି ବାଗ, ଗିରି ମାଝୀ, ମଦନ ବାଗ, ଭାସ୍କର ମହାକୁର, ସିକନ୍ଦର ଭୋଇ, ଦୁତିଆ ପୁଟେଲ, ମହେନ୍ଦ୍ର କୁମ୍ଭାର, ମୋତିରାମ ଗାଇତା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.