ମଧୁସୂଦନ ଦାଶଙ୍କୁ ମିଲ୍‌ଲା ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋସଲି ଡେ଼ରା, ପାଟଣାଗଡ଼ ଆର୍‌ ସେଲା ପଥର୍‌ ସାହିତ୍ୟ ସଂସ୍କୃତି ପରିଷଦ, ତରଫ ନୁଁ ହରିଶଙ୍କର୍‌ ଠାନେ ନୂଆଁଖାଇ ଭେଟ୍‌ଘାଟ୍‌ ଆର୍‌ ଇନ୍ଦ୍ରମଣି ସାହୁ ଜନମ୍‌ ଦିନ୍‌ ପାଲନ୍‌ ବେଲ୍‌କେ ମଧୁସୂଦନ ଦାଶଙ୍କୁ ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌ ଦିଆଯାଇଛେ । ସଭା ଥି ମୁଖିଆ କୁନୁଆଁ ଭାବେ କବି ବିନୟ କୁମାର ଦାଶ, ମାଏନ୍‌ତା କୁନୁଆଁ ଭାବେ ଡଃ. ବ୍ରଜମୋହନ ମେହେର, ଶ୍ରୀମତୀ ସବିତା ମହରା ମଚାନ୍‌ ଥି ବସିଥିଲେ । ସଭାପତିତ୍ୱ କରିଥିଲେ ଭକ୍ତବନ୍ଦୁ ବିଶ୍ୱାଲ । ଲାଲଚନ ବଗର୍ତ୍ତି ସ୍ୱାଗତ ଭାଷଣ ଦେଇଥିଲେ । ସନ୍ତୋଷ କୁମାର ଦାଶ ଆର ଶିବ ପ୍ରସାଦ ସା’ ସଭା ସଂଯୋଜନା କରିଥିଲେ । ପବିତ୍ର ଭୋଇଙ୍କୁ ବଏଦ୍‌ ହିସାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଧରମ୍‌ ସିଂ ଧରୁଆ, ଶଶିକାନ୍ତ ଧରୁଆ, ନାରାୟଣ ବରିହା, ହିମାଂଶୁ ବାଗ ଉଛବ୍‌ କେ ଉଭାଗର୍‌ କର୍‌ବାର୍‌ ଥି ସହଯୋଗ କରିଥିଲେ । କ୍ଷୀରୋଦ୍ର କୁମାର ସାହୁ ଧଏନ୍‌ବାଦ୍‌ ଦେଇଥିଲେ ।

Leave A Reply

Your email address will not be published.