p purohi

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୧୯ ସଂବନ୍ଧୀୟ ସୂଚନା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଫସଲ ବୀମରା ଯୋଜନା ଖରିଫ-୨୦୧୯ ଫସଲର ଗତ ତା୧୭.୧୨.୨୦୨୦ ପର୍ଯ୍ୟନ୍ତ ଥିବା ସ୍ଥିତିର ବିଶଦ ବିବରଣୀ (ଯାହାକି ବୀମା କଂପାନୀଠାରୁ ମିଳିଥିବା ବିବରଣୀ) ବଲାଙ୍ଗିର ଜିଲ୍ଲାର ୱେବସାଇଟ୍‌ (www.balangir.nic.in)ରେ ଜଣାଇ ଦିଆଯାଇଛି । ଚାଷୀ ଭାଇମାନେ ଏହାକୁ ଦେଖି ଯଦି ସେମାନଙ୍କ ବୀମା ରାଶି (ଉପଯୁକ୍ତ ହୋଇଥିବା ପଞ୍ଚାୟତ) ଜମାଖାତାର ବିବରଣୀ ଭୁଲ ପାଇଁ ବୀମା ରାଶି ମିଳି ନାହିଁ, ତେବେ ନିଜ ବ୍ଲକ୍‌ର ତହସିଲଦାର କିମ୍ବା ବ୍ଲକ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ବଲାଙ୍ଗିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ମହାନ୍ତି ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.