ଗୋରୁ ବୋଝେଇ ଗାଡ଼ି ଜବତ : ୨ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ବସ୍ ଷ୍ଟାଣ୍ଡ ଡ଼ଙ୍ଗା ଘାଟ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଭୋର ୫ଟା ସମୟରେ ସ୍ପେସିଆଲ ପୁଲିସ ସ୍କ୍ୱାଡ୍ ଟିମ୍‌ ଜବତ କରିଛି । ଏହାଛଡ଼ା ଏହି ମାମଲାରେ ଘସିପୁରା ଥାନାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଏହି ଗୋରୁ ଗାଡ଼ିଟି ପଡ଼ୋଶୀ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ହେଉଥିବା ସୂଚନା ରହିଛି ।

Leave A Reply

Your email address will not be published.