ଦୁଗ୍ଧ ଟ୍ୟାଙ୍କର ଉପରେ ଚଢିଗଲା ବସ୍‌ : ୧୮ ଜଣ ମୃତ, ୧୯ ଆହତ

ଲକ୍ଷ୍ନୌ: ବୁଧବାର ସକାଳେ ଉତ୍ତରପ୍ରଦେଶର ଉନ୍ନାଓରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଏକ ଡବଲ୍‌ ଡେକର ବସ୍ ଦୁର୍ଘଟଣାରେ ଅତି କମ୍‌ରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ବସ୍‌ଟି ଏକ ଦୁଗ୍ଧ ଟ୍ୟାଙ୍କରେ ଚଢ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତେବେ ଦୁର୍ଘଟଣାରେ ପ୍ରାୟ ୧୯ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.