ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ପୁଇଁନ୍ତଲା ବ୍ଲକର ସଭାପତି ହେଲେ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବେ ନିଯୁକ୍ତି ହେଇଛନ୍ତି । ହେମନ୍ତ ପୁଇଁତଳା ବ୍ଲକରେ ଜଣେ ସମାଜସେବୀ ଭାବେ ସୁପରିଚିତ । ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ସୁଚାରୀ ରୂପେ ନିର୍ଵାହ କରିବେ ବୋଲି କହିଥିବା ବେଳେ ବିଜୁ ପରିବାର ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ନିହାର ରଞ୍ଜନ ବେହେରାଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.