‘କୋଶଳ ପ୍ରବାହ’ର ପ୍ରଭାବ : ଯମୁନାର ଦୁଃଖ ଦୂର କରିବେ ପ୍ରଶାସନ

ଧର୍ମଗଡ, (ଭରତ ବିଶି) : କୋକସରା ବ୍ଲକ ଆମପାଣି ପଞ୍ଚାୟତ କଦୋମଲି ଗାଁର ଯମୁନା ମାଝୀ। ରହିବାକୁ କୁଡିଆ ନାହିଁ,କି ଖାଇବାକୁ ଦାନା ନାହିଁ। କୌଣସି ମୌଳିକ ସୁବିଧା ପାଇ ପାରି ନ ଥିବା ବେଳେ ଆଧାର କାର୍ଡ ମଧ୍ୟ ନ ଥିଲା ଯମୁନାର। ପ୍ରତିଶ୍ରୁତି ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଧାର କାର୍ଡ କରିବା ସହ ସବୁ ପ୍ରକାରର ମୌଳିକ ସୁବିଧା ଯୋଗାଇ ତତ୍ପରତା ଦେଖାଇଛନ୍ତି । ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ପରେ ଯମୁନାର ଦୁଃଖ ଦୂର କରିବା ପାଇଁ ପ୍ରଶାସନ ତତ୍ପରତା ଦେଖାଇଛି‌।

Leave A Reply

Your email address will not be published.