oom

ଗୋଁଣ୍ଡ ଭବନରେ ବୀରସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଗୋଁଣ୍ଡ ସମାଜ ମଣ୍ଡପଠାରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୟନ୍ତୀ ପାଳନ ହୋଇଥିଲା । ମଣ୍ଡପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ସଭାପତିତ୍ୱରେ ସଭାରେ ଚଇତୁ ସିଂ ଦେଓ, ମାୟାଧର ଧରୁଆ, ଭାଗବତୀଆ ସିଂ ଦାଉ, ଗୋପୀନାଥ ଧରୁଆ, ଅଶ୍ୱିନୀ ଧରୁଆ, ଶୁକଲାଲ ଦଉ, ଆନନ୍ଦ ଧରୁଆ, ପବିତ୍ର ଧରୁଆ, ସୁବ୍ରତ ଦିୱାନ, କେଶବ ଧରୁଆ, ଅମୃତ ବାଗ ପ୍ରମୁଖ ଯୋଗ ଦେଇ ବୀରଙ୍କର ଜୀବନୀ ଉପରେ ଆଲୋଚନା କରିଥିଲେ । ଶେଷରେ ଆନନ୍ଦ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.