oom

ଜଗନ୍ନାଥ ଅର୍ପଣ ରଥ ଏବଂ ପରିକ୍ରମା ପ୍ରକଳ୍ପ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପ୍ରାଙ୍ଗଣରେ ବୁଧବାର ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭର ଲୋକାର୍ପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଉନ୍ନୟନ ଅଧିକାରୀ, ଜିପିଇଓ ଏବଂ ବ୍ଲକ କର୍ମଚାରୀ ବୃନ୍ଦ,ଏସ୍ଏଚ୍‌ଜି ମହିଳା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ବୃନ୍ଦ ମଧ୍ୟ ଉପସ୍ଥିତ ରହି ଜଗନ୍ନାଥ ଭଜନ, ପାଲା, ଗୀତନାଚ କରିଥଲେ ।ସେଭଳି ତୁରେକେଲା ଗ୍ରାମପଞ୍ଚାୟତ, ଚଟୁଅନକା, ବରୋମାଲ, ଚାଉଲସୁଖା, ଧାମନଡଙ୍ଗା, କରୁଆମୁଣ୍ଡା, ଖଗସା, ହିଆଁଲ, କମେଇମୁଣ୍ଡା, କୁଇବାହାଲ, ବଡବାଙ୍କି, କନ୍ଦେଇ, ଘୁନେଶ, ବଡଡକଲା, ଢୋଲମାନ୍ଦଳ, ହଲନଭଟା, ମହୁଲପାଟି, ଝରଣୀ ଗ୍ରାମପଞ୍ଚାୟତ ଗୁଡ଼ିକରେ ନାଚଗୀତ ସହିତ ସୁରୁଖୁରୁରେ ଏହି ଉତ୍ସବ ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.