ରୋଟାରୀ କ୍ଲବ ଅଫ ଇଲାଇଟ୍‌ ତରଫରୁ ନବ ବର୍ଷ ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରୋଜୀନୀ ରେସିଡେ଼ନ୍ସି ଠାରେ ଗତ ନବ ବର୍ଷ ଦିନ ବଡ଼ ଧୁମ୍‌ଧାମ୍‌ରେ ରୋଟାରୀ କ୍ଲବ ଇଲାଇଟ୍‌ ତରଫରୁ ନବ ବର୍ଷ ୨୦୨୪ ପାଳିତ ହୋଇ ଯାଇଛି । ନବ ବର୍ଷ କେମିତି ଶୁଭ ମୟ ହେବ ଓ ଭଲରେ କଟିବ ସେଥିପାଇଁ ରୋଟାରୀ କ୍ଲବ ଅଫ୍‌ ଇଲାଇଟ୍‌ ପକ୍ଷରୁ ଭଗବାନଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା । ଏଥିରେ ରୋଟାରୀ କ୍ଲବ ଅଫ୍‌ ଇଲାଇଟ୍‌ର ସଭାପତି ଓ ସମ୍ପାଦକଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.