ppurohit

ଗୋପପୁରରେ କୃଷ୍ଣ ବଳରାମଙ୍କୁ ବରଣ

2nd

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆୟୋଜିତ ହେବାକୁ ଥିବା ୩୭ତମ ଧନୁଯାତ୍ରା ମହୋତ୍ସବ ହେବାକୁ ଥିବା ବେଳେ ବଙ୍ଗୋମୁଣ୍ଡାକୁ ମଥୁରାନଗରୀ କରାଯାଇଥିବା ବେଳେ ଗୋହିରାପଦରକୁ ଗୋପପୁର କରାଯାଇଛି । ଗୋପପୁରଠାରେ କୃଷ୍ଣ ରୂପେ – ପ୍ରଜ୍ଞାଶିଷ ଯୋଶୀ ଓ ବଳରାମ ରୂପେ -ପ୍ରଜ୍ଞାନ ମେହେରଙ୍କୁ ବରଣ କରାଯାଇଥିଲା । ଏଥିରେ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତୁଳସୀରାମ ହଂସ, ଉପାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ସନ୍ତୋଷ ତ୍ରିପାଠୀ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, କୋଷଧ୍ୟକ୍ଷ ରୁପେଶ ଜୈନ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ପ୍ରଚାର ପ୍ରସାର ସମ୍ପାଦକ ହୁଲେଶ୍ୱର ହଂସ, ଲୋକସମ୍ପର୍କ ଅଧିକାରୀ ତ୍ରିନାଥ ବାରିକ, ପ୍ରମୋଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଆୟୋଜକ ଗୋପପୁର କମିଟିର ସଭାପତି ବିନୋଦ ମେହେର, ଉପସଭାପତି ବସନ୍ତ ମେହେର, ସମ୍ପାଦକ ବିରେନ୍ଦ୍ର ମେହେର, ସହସମ୍ପାଦକ ବାବୁଲାଲ ମେହେର, କୋଷଧ୍ୟକ୍ଷ ଭରତ ମେହେର, ଉପ କୋଷାଧ୍ୟକ୍ଷ ହରିବଡୁ ମେହେର, ସଦସ୍ୟ କ୍ଷମାସାଗର ମେହେର, ଗଣେଷ ମେହେର, କିଶୋର ମେହେର, ପ୍ରକାଶ ମେହେର, ନୌକାରାଜ ମେହେର, ବବଲୁ ମେହେର, କେତନ ଭାଟି, ସାଗର ମେହେର, ଶେଷଦେବ ମେହେର, ରାମ ଭୋଇ, ବିଜୟ ମେହେର, ଭୋଳାନାଥ ମେହେର, ଭୁବନେ ମେହେର, ନୀଳମଣି ଭାଟି, କୁଞ୍ଜବନ ମେହେର, ଦେବରାଜ ମେହେର, ଝସକେତନ ପୋଡ଼, ବିରସିଂ ଭୋଇ, ପିତାମ୍ବର ମେହେର, ବ୍ରହ୍ମାନନ୍ଦ ମେହେର, ଚୈତନ୍ୟ ଅଦାଙ୍କ ସହ ଗ୍ରାମବାସୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.