ବ୍ରହ୍ମପୁର ରକ-ଗାର୍ଡେନ ପାର୍କରେ ଅସମ୍ଭାଳ ଭିଡ଼ : ଟିକଟ ମିଳିବା ଜଟିଳ, ଟିକଟ ପାଇଁ ଧସ୍ତାଧସ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରକ-ଗାର୍ଡେନ ପାର୍କରେ ଅସମ୍ଭାଳ ଭିଡ଼ । ଯାହା ସ୍ପଷ୍ଟ ଏହି ଲୋକାରଣ୍ୟର ଦୃଶ୍ୟ । ଏହା କୌଣସି ଯାତ୍ରାର ଦୃଶ୍ୟ ନୁହଁ, ଦୃଶ୍ୟଟି ହେଉଛି ବ୍ରହ୍ମପୁରରେ ନୂତନ ଭାବେ ନିର୍ମିତ ହୋଇଥିବା ରକ-ଗାର୍ଡେନ ପାର୍କ ସାମ୍ନାର ଦୃଶ୍ୟ । ଟିକେଟ ବି ମିଳୁନି ଲୋକଙ୍କୁ । ବ୍ରହ୍ମପୁର ରକ-ଗାର୍ଡେନ ପାର୍କରେ ସବୁବେଳେ ଲାଗି ରହୁଛି, ଏହି ଅସମ୍ଭାଳ ଭିଡ଼ । ଟିକଟ ମିଳିବା ଜଟିଳ, ଟିକଟ ପାଇଁ ଧସ୍ତାଧସ୍ତି । ବିଏମ୍‌ସି ପ୍ରତିକାର ପାଇଁ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ଉଚିତ୍‌ । ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।

Leave A Reply

Your email address will not be published.