ଜରାସିଂହା ପାଟଖଣ୍ଡା ଯାତ୍ରାରେ ଦର୍ଶନ କଲେ ଅନଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାକୁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଅନେକ ଭକ୍ତଙ୍କ ସମାଗମ ଲାଗି ରହିଛି । ତେବେ ପାଟଖଣ୍ଡା ଯାତ୍ରାରେ ଆଜି ଜରାସିଂହା ଗସ୍ତରେ ଯାଇ ଦେବତାଙ୍କୁ ଦର୍ଶନ କରିଛନ୍ତି ପୁର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ।

Leave A Reply

Your email address will not be published.