ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଶିକ୍ଷକଙ୍କୁ ଏକ ଦିବସୀୟ ପ୍ରଶିକ୍ଷଣ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଡୁଙ୍ଗୁରିପାଲି ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତି ରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଭିନ୍ନକ୍ଷମର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସି.ଆର.ସି.ସି ଥବିର ଦୋରା ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ଶିକ୍ଷା ସ୍ୱେଛାସେବୀ ଲୋଚନ ନାଏକ ପଞ୍ଜିକରଣ ଦାୟିତ୍ୱ ସମ୍ପାଦନ କରିଥିଲେ । ବିଭିନ୍ନ କ୍ଲଷ୍ଟରରୁ ପ୍ରାୟ ୪୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଭାଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ପଣ୍ଡରାପାଲି ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ, ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ସୋମନାଥ ମହାପାତ୍ର, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ହାରାଧନ ରଣା, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଶିକ୍ଷୟିତ୍ରୀ ବନିତା ବେହେରା, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଦେଇଥିଲେ ।ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଡୁଙ୍ଗୁରିପାଲି ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତି ରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଭିନ୍ନକ୍ଷମର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସି.ଆର.ସି.ସି ଥବିର ଦୋରା ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ଶିକ୍ଷା ସ୍ୱେଛାସେବୀ ଲୋଚନ ନାଏକ ପଞ୍ଜିକରଣ ଦାୟିତ୍ୱ ସମ୍ପାଦନ କରିଥିଲେ । ବିଭିନ୍ନ କ୍ଲଷ୍ଟରରୁ ପ୍ରାୟ ୪୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଭାଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ପଣ୍ଡରାପାଲି ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ, ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ସୋମନାଥ ମହାପାତ୍ର, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ହାରାଧନ ରଣା, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଶିକ୍ଷୟିତ୍ରୀ ବନିତା ବେହେରା, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଦେଇଥିଲେ ।ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଡୁଙ୍ଗୁରିପାଲି ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତି ରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଭିନ୍ନକ୍ଷମର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସି.ଆର.ସି.ସି ଥବିର ଦୋରା ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ଶିକ୍ଷା ସ୍ୱେଛାସେବୀ ଲୋଚନ ନାଏକ ପଞ୍ଜିକରଣ ଦାୟିତ୍ୱ ସମ୍ପାଦନ କରିଥିଲେ । ବିଭିନ୍ନ କ୍ଲଷ୍ଟରରୁ ପ୍ରାୟ ୪୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଭାଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ପଣ୍ଡରାପାଲି ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ, ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ସୋମନାଥ ମହାପାତ୍ର, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ହାରାଧନ ରଣା, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଶିକ୍ଷୟିତ୍ରୀ ବନିତା ବେହେରା, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଦେଇଥିଲେ ।ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଡୁଙ୍ଗୁରିପାଲି ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତି ରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଭିନ୍ନକ୍ଷମର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସି.ଆର.ସି.ସି ଥବିର ଦୋରା ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ଶିକ୍ଷା ସ୍ୱେଛାସେବୀ ଲୋଚନ ନାଏକ ପଞ୍ଜିକରଣ ଦାୟିତ୍ୱ ସମ୍ପାଦନ କରିଥିଲେ । ବିଭିନ୍ନ କ୍ଲଷ୍ଟରରୁ ପ୍ରାୟ ୪୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଭାଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ପଣ୍ଡରାପାଲି ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ, ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ସୋମନାଥ ମହାପାତ୍ର, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ହାରାଧନ ରଣା, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଶିକ୍ଷୟିତ୍ରୀ ବନିତା ବେହେରା, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଦେଇଥିଲେ ।ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଡୁଙ୍ଗୁରିପାଲି ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତି ରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଭିନ୍ନକ୍ଷମର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସି.ଆର.ସି.ସି ଥବିର ଦୋରା ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ଶିକ୍ଷା ସ୍ୱେଛାସେବୀ ଲୋଚନ ନାଏକ ପଞ୍ଜିକରଣ ଦାୟିତ୍ୱ ସମ୍ପାଦନ କରିଥିଲେ । ବିଭିନ୍ନ କ୍ଲଷ୍ଟରରୁ ପ୍ରାୟ ୪୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଭାଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ପଣ୍ଡରାପାଲି ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ, ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ସୋମନାଥ ମହାପାତ୍ର, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ହାରାଧନ ରଣା, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଶିକ୍ଷୟିତ୍ରୀ ବନିତା ବେହେରା, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଦେଇଥିଲେ ।ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଡୁଙ୍ଗୁରିପାଲି ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତି ରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଭିନ୍ନକ୍ଷମର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସି.ଆର.ସି.ସି ଥବିର ଦୋରା ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ଶିକ୍ଷା ସ୍ୱେଛାସେବୀ ଲୋଚନ ନାଏକ ପଞ୍ଜିକରଣ ଦାୟିତ୍ୱ ସମ୍ପାଦନ କରିଥିଲେ । ବିଭିନ୍ନ କ୍ଲଷ୍ଟରରୁ ପ୍ରାୟ ୪୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଭାଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ପଣ୍ଡରାପାଲି ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ, ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ସୋମନାଥ ମହାପାତ୍ର, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ହାରାଧନ ରଣା, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଶିକ୍ଷୟିତ୍ରୀ ବନିତା ବେହେରା, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଦେଇଥିଲେ ।ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଡୁଙ୍ଗୁରିପାଲି ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତି ରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଭିନ୍ନକ୍ଷମର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସି.ଆର.ସି.ସି ଥବିର ଦୋରା ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଙ୍କୀପାଲି ସି.ଆର.ସି.ସି ହାରାଧନ ବେରିଆ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ଶିକ୍ଷା ସ୍ୱେଛାସେବୀ ଲୋଚନ ନାଏକ ପଞ୍ଜିକରଣ ଦାୟିତ୍ୱ ସମ୍ପାଦନ କରିଥିଲେ । ବିଭିନ୍ନ କ୍ଲଷ୍ଟରରୁ ପ୍ରାୟ ୪୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଭାଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ପଣ୍ଡରାପାଲି ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ, ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ସୋମନାଥ ମହାପାତ୍ର, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ହାରାଧନ ରଣା, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଶିକ୍ଷୟିତ୍ରୀ ବନିତା ବେହେରା, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.