jayashree

ଲିମ୍‌ ଗଛୁ ଧାର୍‌ ଧାର୍‌ ବୁହୁଛେ ଗୁରସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲିମ୍‌ ଗଛୁ ଧାର୍‌ ଧାର୍‌ ବୁହୁଛେ ଗୁରସ୍‌ । ଏନ୍‌ତା କାବା କରିଦେଲା ମେତାନ୍‌ ଗୁଟେ ଦୁରୁଶ୍‌ ଦେଖ୍‌ବାର୍‌ କେ ମିଲିଛେ ବଲାଙ୍ଗିର ସଦର୍‌ ବ୍ଲକ୍‌ ନେ ଥିବାର୍‌ ମାୟାବର୍‌ହା ଗାଁ ନେ । ଶରାବନ୍‌ ମାସ୍‌ କେ ମହାଦେବ୍‌ ବାବାଙ୍କର୍‌ ମାସ୍‌ ବଲି ଲୋକଙ୍କର୍‌ ଭିତ୍‌ରେ ବିଶ୍ୱାସ୍‌ ରହିଥିବାର୍‌ ବେଲ୍‌କେ ଲିମ୍‌ ଗଛୁ ଗୁରସ୍‌ ଧାର୍‌ ବୁହିବାର୍‌ ଦୁରୁଶ୍‌ ଦେଖି ଲୋକ ଇଟା ଦେଏବୀ କୁର୍‌ପା ବଲି ବିଶ୍ୱାସ କରୁଛନ୍‌ । ଇ’ ଦୁରୁଶ୍‌ ଦେଖ୍‌ବାର୍‌ ଲାଗି ଆଖପାଖର୍‌ ଗାଁ ନୁଁ ଶ୍ରଦ୍ଧାଳୁ ଆର୍‌ ଭକ୍ତ ମାନ୍‌କର୍‌ ଧାର୍‌ ଲମିଛେ । ଇ ଲିମ୍‌ ଗଛ୍‌ କେ ଲୋକ୍‌ ଧୋପ୍‌ ଦୀପ୍‌, ଫୁଲ୍‌ ସେନ୍ଦୁର୍‌ ଚଢେ଼ଇ ପୂଜା କରୁଥିବାର ବି ଦେଖ୍‌ବାର୍‌ କେ ମିଲିଛେ । ଇଟା ଦେଏବୀ ଲୀଲା ବଲି, ଲୋକଙ୍କର୍‌ ଭିତରେ ଗାଢ଼ା ବିଶ୍ୱାସ ଆସୁଛେ ।

Leave A Reply

Your email address will not be published.