jsm

ଜୟ ଦୁର୍ଗା ଏଣ୍ଟର ପ୍ରାଇଜେସ୍‌ର ୱାନ୍‌ ଗ୍ରାମ୍‌ ଗୋଲ୍ଡ ଜ୍ୱେଲରୀ ଉଦ୍‌ଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗ୍ରାମରେ ଆଜି ଜୟ ଦୁର୍ଗା ଏଣ୍ଟର ପ୍ରାଇଜେସ୍‌ର ୱାନ୍‌ ଗ୍ରାମ୍‌ ଗୋଲ୍ଡ ଜ୍ୱେଲରୀ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, କୋପ୍ରେଟିଭ୍‌ ଚୋୟାର୍‌ମେନ୍‌ ଉମେଶ ପ୍ରଧାନ, ସରପଂଚ ସୁଶାନ୍ତ ଛତ୍ରିଆ ପ୍ରମୁଖ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.