ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

କରଞ୍ଜିଆ : ଶିମିଳିପାଳ ଉତ୍ତର ଅଭୟାରଣ୍ୟ କେନ୍ଦୁମୁଣ୍ଡି-ବାରାକାମୁଡା ସେକ୍ସନର ଗାମୁଛାଝରଣ ନିକଟରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରେ କାର୍ଯ୍ୟରତ ଥିବା ଜଣେ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇଥିବେ ଖବର ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବହଳଦା ନିବାସୀ ଅପର ବାରାକାମୁଡା ଭାରପ୍ରାପ୍ତ ବନପାଳ ମାଟି ହାଁସଦା (୪୫ ବର୍ଷ) । ଏନେଇ ଉତ୍ତର ଶିମିଳିପାଳ ବନ ସଂରକ୍ଷକ ଡିବି ସାଇ କିରଣ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.