ବିଦ୍ୟୁତ ଆଘାତରେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ

କନ୍ଧମାଳ : ବିଦ୍ୟୁତ ଆଘାତରେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ବଡବାଲିକୁଦା ଗାଁର ତୁଷାରକାନ୍ତ ଦାସ ବୋଲି ଜଣାପଡିଛି । ତେବେ ବିଦ୍ୟୁତ ଆଘାତରେ କନ୍ଧମାଳରେ ତୁଷାରକାନ୍ତ ଦାସଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆଜି ତାଙ୍କ ଜନ୍ମମାଟିରେ ଉକ୍ତ ମରଶରୀର ପହଞ୍ଚିବ ବୋଲି ଜଣାପଡିଛି ।

Leave A Reply

Your email address will not be published.