ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ଚଟୁଅନକା ସ୍ଥିତ ଶ୍ରୀଗୋପାଳ ଗୋଶାଳାଠାରେ ଶୁକ୍ରବାର ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ତୁରେକେଲା ପ୍ରାଣୀ ଚିକିତ୍ସକ ଡ. ପ୍ରବୀଣ ପ୍ରଧାନଙ୍କ ସହ ଏକ ଟିମ୍‌ ଆସି ଗୋଶାଳାରେ ଥିବା ୨ ଶହ ଗୋରୁଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ଚିକିତ୍ସା କରିଥିଲେ ।

Leave A Reply

Your email address will not be published.