ଗଡ ଖୋର୍ଦ୍ଧା ଛକଠାରେ ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଆନ୍ଦୋଳନ

ଖୋର୍ଦ୍ଧା : ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ୧୦ ଦଫା ଦାବୀ ନେଇ ୧୬ ନମ୍ବର ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକଠାରେ ଧାରଣା ଓ ଆନ୍ଦୋଳନ ଜାରି ରହିଛି । ସଙ୍ଘର ସଭ୍ୟମାନେ ମାଲ ପରିବହନ ଗାଡ଼ିକୁ ଅଟକାଇଥିବା ଦେଖାଯାଇଛି । ଜରୁରୀ ଯାନବାହନ ଓ ଅନ୍ୟ ଗାଡ଼ି ଗୁଡିକ ଚକାଚଳ ସ୍ଵାଭାବିକ ରହିଛି ।

Leave A Reply

Your email address will not be published.