ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ଆଜି ମହାଖଳାରେ ଅନୁକୂଳ ହେବ ରଥ କାଠ

ଭୁବନେଶ୍ୱର : ଶୁକ୍ରବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥ ନିର୍ମାଣ ପାଇଁ ରଥ ମହାଖଳାରେ ରଥ କାଠ ବିଧିମତେ ଅନୁକୂଳ ହେବ । ଏହି ଉତ୍ସବରେ ମହାରଣା ସେବାୟତଙ୍କ ସମେତ ଅନ୍ୟାନ୍ୟ ନିଯୋଗର ସେବାୟତମାନେ ସାମିଲ ହେବେ । ରଥ ପାଇଁ ଗୋଟା ଅନୁକୂଳ ହେବା ପରେ ଅବଶିଷ୍ଟ ୮ଟି କାଠ ଗଣ୍ଡି ଚିରା ହେବା ଲାଗି କଟକ ଖପୁରିଆସ୍ଥିତ ସ’ମିଲ୍‌କୁ ପଠାଯିବ । ଏଥିପାଇଁ ଗୁରୁବାର ବିଳମ୍ବିତ ରାତିରେ ଖଣ୍ଡପଡ଼ାସ୍ଥିତ ସାହାଡ଼ାମୁଣ୍ଡା ଜଙ୍ଗଲରୁ କାଠ ଆସି ପହଞ୍ଚିଛି ।

Leave A Reply

Your email address will not be published.

eighteen − sixteen =