oom

ଜିଲ୍ଲା ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଗଣଧାରଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ପୋଲିସ ବିରୋଧରେ ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲା ପଞ୍ଜିକରଣ ନହେବା ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏହି ଗଣଧାରଣାରେ ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପଙ୍କଜିନୀ ପଣ୍ଡା, ପ୍ରଭାସ ପାଣିଗ୍ରାହୀ, ଦୀନେଶ ଶର୍ମା, ଶିବଦତ୍ତ ମିଶ୍ର, ନରସିଂହ ସିଂହ, ଅମିତ ସିଂନୀନା, ଅକ୍ଷୟ ରଣା, ନବୀନ ଜୈନ, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ଅନିମା ଦାସ, ଶବଧା ମିର୍ଧା, ଅନିତା ମିଶ୍ର, ଅନୁସୟା ବେଜ, ସସ୍ମିତା ବେହେରା, ସୌଦାମିନୀ ମିଶ୍ର, ନିରୁପମା ସାହୁ, ସତ୍ୟବତୀ ଗୁରୁ, ଗାୟତ୍ରୀ ଦାସ, ରାଜେଶ ଅଗ୍ରୱାଲ, ଚିତ୍ତ ମିଶ୍ର, ଅନିଲ ପାଣିଗ୍ରାହୀ, ପିତାମ୍ବର ଖମାରୀ, ରାଜ କିଶୋର ନାୟକ, ପ୍ରଶାନ୍ତ ଦାସ, ହରିଶଙ୍କର ଛତ୍ରୀୟା, ଅମରଜିତ ପଟେଲ, କୁନା ମୁନା ମଣ୍ଡଳ, ରମା ପ୍ରଧାନ, ଟଙ୍କ ପ୍ରଧାନ, ବାଲି ପୃଷ୍ଟି, ସୁଦିପ ସା, ସାନନ୍ଦ କାଲସାଏ, ବଡ଼ ବାବୁ ସେଲମା, ଗୌରାଙ୍ଗ ନାୟକ, ଅଜୟ ଶର୍ମା, ପ୍ରେମାନନ୍ଦ ସାହୁ, ରାଜୁ ସାହୁ, ଭୁତନାଥ ନାୟକ, କଲେଶ ଗହୀର, ସନ୍ଦୀପ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.