ଆସନ୍ତା ୨୬ରେ ଭୁବନେଶ୍ୱର ସିଟି ମାରାଥନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ଏକ ସୁସ୍ଥ ସମାଜ ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବା ପାଇଁ କଳିଙ୍ଗ ରନର୍ସ ପକ୍ଷରୁ ଆସନ୍ତା ୨୬ ତାରିଖରେ ଏକ ମାରାଥନ୍‌ର ଆୟୋଜନ କରାଯାଉଛି । ଯାହାର ନାମ ରହିଛି ଭୁବନେଶ୍ୱର ସିଟି ମାରାଥନ୍‌ । କଳିଙ୍ଗ ରନର୍ସର ସଭାପତି ଦୁଃଖୀ ଶ୍ୟାମ ପାଢି ଏ ବିଷୟରେ ଘୋଷଣା କରିଛନ୍ତି ।

Leave A Reply

Your email address will not be published.